பொருள் : ସଜୀବ ପ୍ରାଣୀ ବା ଯେଉଁଥିରେ ପ୍ରାଣ ଅଛି
எடுத்துக்காட்டு :
ପୃଥିବୀ ଉପରେ ବିଭିନ୍ନ ପ୍ରକାର ଜୀବ ମିଳନ୍ତି
பிற மொழிகளில் மொழிபெயர்ப்பு :
பொருள் : ସମସ୍ତ ଜୀବିତ ଜନ୍ତୁ ସମୁଦାୟର ବିଶେଷ ଅବଧି ବା କ୍ଷେତ୍ର
எடுத்துக்காட்டு :
ସେ ଭାରତର ଜନ୍ତୁଙ୍କ ଉପରେ ଅଧ୍ୟୟନ କରୁଛି
பிற மொழிகளில் மொழிபெயர்ப்பு :
एक विशेष अवधि या क्षेत्र के सभी जीवित जंतु समुदाय।
वह भारत के जंतुओं का अध्ययन कर रहा है।பொருள் : ପ୍ରାଣୀମାନଙ୍କର ସେହି ଚେତନ ଶକ୍ତି ଯେଉଁଥିପାଇଁ ସେ ଜୀବିତ ରହନ୍ତି
எடுத்துக்காட்டு :
ଶରୀରରୁ ପ୍ରାଣର ବର୍ହିଗମନ ହେଉଛି ମୃତ୍ୟୁ
ஒத்த சொற்கள் : ଜୀବନ, ଜୀବନ ଶକ୍ତି, ପ୍ରାଣ, ପ୍ରାଣଶକ୍ତି
பிற மொழிகளில் மொழிபெயர்ப்பு :
The vital principle or animating force within living things.
spirit