பொருள் : ବହୁତ ପ୍ରାଚୀନ କାଳର ଜୀବଜନ୍ତୁ, ଗଛଲତାଆଦିଙ୍କର ଅବଶିଷ୍ଟ ରୂପ ଯାହା ମାଟି ଖୋଳିବା ସମୟରେ ଭିତର ସ୍ତରରେ ଦବି ଯାଇଥିବା ଅବସ୍ଥାରେ ମିଳେ
எடுத்துக்காட்டு :
ଚୀନରେ ଡାଇନୋସର ଅଣ୍ଡାର ଜୀବାଶ୍ମ ମିଳିଛି
ஒத்த சொற்கள் : ଜୀବାବଶେଷ
பிற மொழிகளில் மொழிபெயர்ப்பு :
The remains (or an impression) of a plant or animal that existed in a past geological age and that has been excavated from the soil.
fossil