பொருள் : ସେହି ଶକ୍ତି ବା ତତ୍ତ୍ୱ ଯାହା ମିଶିଲେ ବସ୍ତୁଆଦିର ରୂପ ଆଖିକୁ ଦେଖାଯାଏ
எடுத்துக்காட்டு :
ସୂର୍ଯ୍ୟ ଉଦୟ ହେଲା ପରେ ଚତୁର୍ଦ୍ଦିଗ ଆଲୋକିତ ହୋଇଗଲା
ஒத்த சொற்கள் : ଆଲୋକ, ଉଜ୍ୱଳ, ଉଜ୍ୱଳିତ, ଦ୍ୟୁତି, ପ୍ରକାଶ, ରୋଷଣୀ
பிற மொழிகளில் மொழிபெயர்ப்பு :
वह शक्ति या तत्व जिसके योग से वस्तुओं आदि का रूप आँख को दिखाई देता है।
सूर्य के उगते ही चारों ओर प्रकाश फैल गया।(physics) electromagnetic radiation that can produce a visual sensation.
The light was filtered through a soft glass window.பொருள் : ସଂଗୀତରେ ଅଷ୍ଟତାଳର ଗୋଟିଏ ପ୍ରକାର
எடுத்துக்காட்டு :
ଗାୟକ ବାୟକକୁ ଜ୍ୟୋତି ତାଳ ବଜାଇବାକୁ କହିଲା
ஒத்த சொற்கள் : ଜ୍ୟୋତି ତାଳ
பிற மொழிகளில் மொழிபெயர்ப்பு :
பொருள் : ଏକ ପ୍ରକାରର ପ୍ରକାଶ
எடுத்துக்காட்டு :
ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା
ஒத்த சொற்கள் : ଆଭା, ଉଜ୍ଜଳତା, କାନ୍ତି, ଚମକ, ତେଜ, ଦୀପ୍ତି, ଦ୍ୟୁତି, ପ୍ରଭା, ଭାସ, ରକ୍ତିମା
பிற மொழிகளில் மொழிபெயர்ப்பு :
एक तरह का प्रकाश।
उसके चेहरे की चमक स्पष्ट झलक रही थी।