பொருள் : ଜ୍ୟୋତିଷଶାସ୍ତ୍ର, ବିଶେଷତଃ ଫଳିତ ଜ୍ୟୋତିଷର ଜ୍ଞାତା
எடுத்துக்காட்டு :
ସେ ଏକ କୁଶଳ ଜ୍ୟୋତିଷ
ஒத்த சொற்கள் : ଆଗାମୀବକ୍ତା, ଗଣକ, ଜ୍ୟୋତିର୍ବିଦ୍, ଜ୍ୟୋତିଷଜ୍ଞ, ଜ୍ୟୋତିଷଶାସ୍ତ୍ରଜ୍ଞ, ଭବିଷ୍ୟବକ୍ତା
பிற மொழிகளில் மொழிபெயர்ப்பு :
ज्योतिषशास्त्र, विशेषतः फलित ज्योतिष का ज्ञाता।
वह एक कुशल ज्योतिषी है।Someone who predicts the future by the positions of the planets and sun and Moon.
astrologer, astrologistபொருள் : ସେହି ବିଦ୍ୟା ଯାହାଦ୍ୱାରା ଗ୍ରହ, ନକ୍ଷତ୍ର ଆଦିଙ୍କ ଦୂରତା, ଗତି ବିଷୟରେ ଜଣାଯାଏ
எடுத்துக்காட்டு :
ଜ୍ୟୋତିଷ ଦୁଇ ପ୍ରକାର ଯଥା
ஒத்த சொற்கள் : ଜ୍ୟୋତିଷବିଜ୍ଞାନ, ଜ୍ୟୋତିଷବିଦ୍ୟା, ଜ୍ୟୋତିଷଶାସ୍ତ୍ର
பிற மொழிகளில் மொழிபெயர்ப்பு :
वह विद्या जिससे ग्रहों, नक्षत्रों आदि की दूरी, गति आदि जानी जाती है।
ज्योतिष के दो प्रकार हैं ,गणित और फलित।A pseudoscience claiming divination by the positions of the planets and sun and moon.
astrology, star divination