பொருள் : ରୋଗ ବା ପ୍ରେତବାଧା ଦୂର କରିବାପାଇଁ ଝାଡ଼ୁଥିବାବେଳେ ମନ୍ତ୍ରପଢ଼ି ଫୁଙ୍କିବା
எடுத்துக்காட்டு :
ଗୁଣିଆ ସେହି ଲୋକକୁ ଝାଡ଼ୁଛି
ஒத்த சொற்கள் : ଝଡ଼ାଫୁଙ୍କା କରିବା
பிற மொழிகளில் மொழிபெயர்ப்பு :
रोग या प्रेत बाधा दूर करने के लिए झाड़ते हुए मंत्र पढ़कर फूँकना।
ओझा उस व्यक्ति को झाड़ रहा है।பொருள் : ବଢ଼େଇଚଢ଼େଇ କହିବା
எடுத்துக்காட்டு :
ପ୍ରେମ ନିଜ ସାଙ୍ଗମାନଙ୍କ ଭିତରେ ବହୁତ ହାଙ୍କିମାରେ
ஒத்த சொற்கள் : ହାଙ୍କିମରିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ଜିନିଷ ଉପରେ ପଡ଼ିଥିବା ବା ଲାଗିଥିବା କୌଣସି ଦ୍ୱିତୀୟ ବସ୍ତୁକୁ ହଟାଇବା
எடுத்துக்காட்டு :
ସେ ପ୍ରତିଦିନ ଘର ଓଳାଏ ସେ ଲୁଗା ଉପରେ ଲାଗିଥିବା ଧୂଳି ଝାଡ଼ିଲା
ஒத்த சொற்கள் : ଓଳାଇବା, ଖରକିବା, ଝାଡ଼ୁମାରିବା
பிற மொழிகளில் மொழிபெயர்ப்பு :
किसी चीज पर पड़ी या लगी हुई कोई दूसरी चीज को हटाना।
वह हरदिन पूरे घर को झाड़ती है।Remove with or as if with a brush.
Brush away the crumbs.