பொருள் : ସହରର ବାହାରେ ଅବସ୍ଥିତ ଏହି ସ୍ଥାନ ଯେଉଁଠି ବାହାରୁ ଆସୁଥିବା ଏବଂ ସହରକୁ ପ୍ରବେଶ କରୁଥିବା ଜିନିଷ ଉପରେ ଟିକସ ବା ମହାସୁଲ ଆଦାୟ କରାଯାଏ
எடுத்துக்காட்டு :
ଟୋଲଗେଟ ଆଗରେ ପଡ଼ିବା କ୍ଷଣି ଡ୍ରାଇଭରମାନେ ନଗରଶୁଳ୍କ ଦେବାପାଇଁ ଗାଡ଼ିର ଗତିକୁ ଧୀର କରିଦିଅନ୍ତି
ஒத்த சொற்கள் : ଚେକପୋଷ୍ଟ
பிற மொழிகளில் மொழிபெயர்ப்பு :
शहर के बाहर बनी वह चौकी या स्थान जहाँ पर बाहर से आने वाले और शहर में प्रवेश करनेवाले माल पर कर या महसूल लेते हैं।
चुंगी-घर के सामने आते ही चालक चुंगी देने के लिए गाड़ियों की रफ्तार धीमी कर देते हैं।