பொருள் : ପଥିକମାନଙ୍କୁ ବେହୋସକରି ସେମାନଙ୍କ ଧନ ଲୁଟି ନେବାପାଇଁ ଠଗମାନେ ବ୍ୟବହାର କରୁଥିବା ନିଶା ପଦାର୍ଥ
எடுத்துக்காட்டு :
ଜଣେ ଠଗ ଠଗମୂରୀରେ ଜଣେ ଯାତ୍ରୀକୁ ବେହୋସ କରି ତାର ଜିନିଷପତ୍ର ଲୁଟି ନେଲା
பிற மொழிகளில் மொழிபெயர்ப்பு :
वह नशीली वस्तु जिससे ठग पथिकों को बेहोश करके उनका धन लूटते हैं।
एक ठग ने ठगमूरी से एक यात्री को बेहोश करके उसका सामान लूट लिया।