பொருள் : ଯାହା ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ
எடுத்துக்காட்டு :
ମୁଁ ନିର୍ଦ୍ଧାରିତ ଜାଗାରେ ପହଞ୍ଚିଯିବି
ஒத்த சொற்கள் : ଅବଧାରିତ, ନିର୍ଦ୍ଦିଷ୍ଟ, ନିର୍ଦ୍ଧାରିତ, ନିଶ୍ଚିତ
பிற மொழிகளில் மொழிபெயர்ப்பு :
Characterized by certainty or security.
A tiny but assured income.பொருள் : କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍ ବା ମେଳ ରଖିବାବାଲା
எடுத்துக்காட்டு :
ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍ ହୋଇଗଲେ
ஒத்த சொற்கள் : ଉଚିତ, ଉପଯୁକ୍ତ, ଯଥାର୍ଥ, ଯଥୋଚିତ, ସଙ୍ଗତ, ୱାଜିବ
பிற மொழிகளில் மொழிபெயர்ப்பு :
Suitable for a particular person or place or condition etc.
A book not appropriate for children.