பொருள் : କାଗଜ ଆଦିରେ ତିଆରି କରାଯାଇଥିବା ବସ୍ତୁ ଯେଉଁଥିରେ କୌଣସି ବସ୍ତୁ ରଖାଯାଏ
எடுத்துக்காட்டு :
ଦୋକାନୀ ଦୋକାନକୁ ସଜାଇବାପାଇଁ ନୂଆ ନୂଆ ବସ୍ତୁଗୁଡ଼ିକୁ ଠୁଙ୍ଗାରେ ଅଲଗା କରୁଛନ୍ତି
பிற மொழிகளில் மொழிபெயர்ப்பு :
कागज आदि से बनी वह वस्तु जिसमें कोई वस्तु रखी रहती है।
दूकानदार दूकान को सजाने के लिए नई-नई वस्तुओं को खोंखे से अलग कर रहा है।பொருள் : କିଛି ରଖିବାପାଇଁ କାଗଜ, ଧାତୁଆଦିରେ ତିଆରି ହୋଇଥିବା ବେଲଣାକାରର ଲଫାପା ବା ଡବା
எடுத்துக்காட்டு :
ଦୋକାନୀ ଠୁଙ୍ଗାରେ ବୁଟ ଦେଲା
பிற மொழிகளில் மொழிபெயர்ப்பு :
பொருள் : କାଗଜରେ ତିଆରି ଶଙ୍କୁ ଆକାରର ପାତ୍ର ଯେଉଁଥିରେ ଭଜା ବାଦାମ, ଚଣାଆଦି ଭର୍ତ୍ତିକରି ବିକ୍ରିକରାଯାଏ
எடுத்துக்காட்டு :
ବାଦାମବାଲା ପିଲାଟିର ଦୁଇ ହାତରେ ଠୁଙ୍ଗା ଧରାଇଦେଲା
பிற மொழிகளில் மொழிபெயர்ப்பு :