பொருள் : ଯେଉଁ ବଙ୍ଗଳା ବା କୋଠା ସରକାରଙ୍କ ତରଫରୁ ବିଦେଶୀ ବା ରାଜ୍ୟର ଅଧିକାରୀମାନଙ୍କ ରହଣିପାଇଁ ତିଆରି କରାଯାଇଥାଏ
எடுத்துக்காட்டு :
ଏହି ଡାକବଙ୍ଗଳା ଇଂରେଜ ଅମଳର
பிற மொழிகளில் மொழிபெயர்ப்பு :
பொருள் : ପ୍ରାଚୀନ କାଳରେ ବାଟରେ ପଡ଼ୁଥିବା ଯେଉଁ ସ୍ଥାନରେ ଯାତ୍ରୀମାନେ ବିଶ୍ରାମ କରନ୍ତି ବା ଗାଡ଼ି ବଦଳାଇଥାନ୍ତି
எடுத்துக்காட்டு :
ଯାତ୍ରାକୁ ସଫଳ କରିବାପାଇଁ ସ୍ଥାନେ ସ୍ଥନେ ଡାକବଙ୍ଗଳା ତିଆରି କରାଯାଇଥିଲା
ஒத்த சொற்கள் : ଚଟିଘର
பிற மொழிகளில் மொழிபெயர்ப்பு :