பொருள் : ଯେଉଁ ପ୍ରଧାନ ପୋଲିସ କର୍ମଚାରୀଙ୍କ ଅଧୀନରେ କେତୋଟି ଥାନା ଏବଂ ବହୁତ ସିପାହୀ ଥାଆନ୍ତି
எடுத்துக்காட்டு :
ଡି.ଏସ.ପି. ଥାନାରେ ପହଞ୍ଚିବାରୁ ସିପାହୀମାନେ ସଲାମ୍ ଜଣାଇଲେ
பிற மொழிகளில் மொழிபெயர்ப்பு :
वह प्रधान पुलिस कर्मचारी जिसके आधीन कई थाने और बहुत-से सिपाही होते हैं।
कोतवाल के थाने में पहुँचते ही सिपाहियों ने सलामी दी।