பொருள் : ଯାହାକୁ ଦେଖି ତା ଅନୁସାରେ କିଛି କରାଯାଏ ବା ତିଆରି କରାଯାଏ
எடுத்துக்காட்டு :
ବୈଜ୍ଞାନିକମାନେ ପକ୍ଷୀମାନଙ୍କୁ ନମୂନା ଭାବେ ନେଇ ଉଡ଼ାଜାହାଜ ନିର୍ମାଣ କରିଛନ୍ତି
ஒத்த சொற்கள் : ଆଦର୍ଶ, ଉଦାହରଣ, ଦୃଷ୍ଟାନ୍ତ, ନମୁନା, ନିଦର୍ଶନ
பிற மொழிகளில் மொழிபெயர்ப்பு :
A model considered worthy of imitation.
The American constitution has provided a pattern for many republics.பொருள் : ଆଳଙ୍କାରିକ ବା କଳାତ୍ମକ କୃତି
எடுத்துக்காட்டு :
ଏହି କନାରେ ହୋଇଥିବା ଡିଜାଇନ ଆକର୍ଷକ ହୋଇଛି
ஒத்த சொற்கள் : ନକ୍ସା
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ ବ୍ୟବସ୍ଥିତ ଯୋଜନା ବା ପ୍ରାରୂପ
எடுத்துக்காட்டு :
ଏହି ଚାବିର ଡିଜାଇନ ଠିକ ନାହିଁ
ஒத்த சொற்கள் : ପ୍ରାରୂପ
பிற மொழிகளில் மொழிபெயர்ப்பு :