பொருள் : ମାନ, ମୂଲ୍ୟ ଆଦିରେ କମ୍ ବା କୌଣସି ଅବସ୍ଥାରେ ତଳକୁ ଯାଉଥିବା
எடுத்துக்காட்டு :
ସେ ନିଜର ଡୁବିଯାଉଥିବା ପଦକୁ ବଞ୍ଚେଇବାକୁ ଚେଷ୍ଟାକରୁଥିଲା ପ୍ରତ୍ୟକ ଖେଳାଳିଙ୍କ ପ୍ରୟାସରେ ପଛେଇଯାଇଥିବା ଆମର କ୍ରିକେଟ ଦଳ ବିଜୟୀ ହୋଇଥିଲା
ஒத்த சொற்கள் : ପଛେଇଯାଉଥିବା
பிற மொழிகளில் மொழிபெயர்ப்பு :
मान, मूल्य आदि में कम या किसी अवस्था में नीचे जाता हुआ।
वह अपने डूबते हुए पद को बचाने की कोशिश कर रहा है।