பொருள் : ଢୋଲଆଦି ବଜାଇ କରାଯାଉଥିବା ରାଜକୀୟ ଘୋଷଣା ବା ଦିଆଯାଉଥିବା ସୂଚନା
எடுத்துக்காட்டு :
ରାଜକୁମାରୀଙ୍କ ସ୍ୱୟମ୍ବର ସମ୍ପର୍କରେ ରାଜା ଡେଙ୍ଗୁରା ଦିଆଇଲେ
ஒத்த சொற்கள் : ନାଗରା
பிற மொழிகளில் மொழிபெயர்ப்பு :
பொருள் : ଚମଡ଼ା ମଡ଼ା ଯାଇଥିବା ଯେଉଁ ଛୋଟ ବାଦ୍ୟ ବଜାଯାଇ କୌଣସି କଥା ଘୋଷଣା କରାଯାଏ
எடுத்துக்காட்டு :
ଆଗକାଳରେ ଡେଙ୍ଗୁରା ବଜାଇ ଯେ କୌଣସି ଘୋଷଣା ଜଣାଇ ଦିଆ ଯାଉଥିଲା
பிற மொழிகளில் மொழிபெயர்ப்பு :