பொருள் : ଘାଘରା, ପାଇଜାମା ଆଦି ବାନ୍ଧିବାପାଇଁ ସୁତାର ସାଧାରଣ ଡୋର
எடுத்துக்காட்டு :
ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା
ஒத்த சொற்கள் : ଅଣ୍ଟାସୁତା, କମରସୁତା, ଡୋରି
பிற மொழிகளில் மொழிபெயர்ப்பு :
A tie consisting of a cord that goes through a seam around an opening.
He pulled the drawstring and closed the bag.பொருள் : ଡୋର ଭଳି ବଳି ହୋଇଥିବା ଯେଉଁ କନାକୁ ପିନ୍ଧିବା କାନି ବାନ୍ଧିବାପାଇଁ ଲଗାଯାଏ
எடுத்துக்காட்டு :
ମାଆ ଝିଅର ପୋଷାକର ଡୋର ବାନ୍ଧୁଛନ୍ତି
ஒத்த சொற்கள் : ଡୋରି
பிற மொழிகளில் மொழிபெயர்ப்பு :
பொருள் : ସୂତା, ରେଶମ, ଉଲ୍ଆଦିକୁ ବଳି ତିଆରି ହୋଇଥିବା ମୋଟା ସୂତା ବା ଡ଼ୋରୀ
எடுத்துக்காட்டு :
ରେଶମ ଡୋରୀରେ ସେ ଉପହାରକୁ ବାନ୍ଧିଲା
ஒத்த சொற்கள் : ଡୋରୀ
பிற மொழிகளில் மொழிபெயர்ப்பு :