பொருள் : ଭାରୀ ବସ୍ତୁଆଦିକୁ ଦୀର୍ଘସ୍ଥାୟୀକରି ରଖିବାପାଇଁ ତା ତଳେ ଲଗାଯାଉଥିବା କାଠ
எடுத்துக்காட்டு :
କଦଳୀ ଗଛ ଫଳ ଭାରରେ ନଇଁ ପଡ଼ୁଛି ତାକୁ ଢେଙ୍କା ଲଗାଅ
பிற மொழிகளில் மொழிபெயர்ப்பு :
A support placed beneath or against something to keep it from shaking or falling.
propபொருள் : ଏକ ବିଶେଷ କାର୍ଯ୍ୟପାଇଁ କାଠନିର୍ମିତ ଥଣ୍ଟ ଆକାରର ପ୍ରାୟ ଦୁଇତିନି ଫୁଟ ଲମ୍ବ କାଠଖଣ୍ଡ
எடுத்துக்காட்டு :
ଘରର ବାହାରପଟ କାନ୍ଥରେ ଚାଳକୁ ଆଶ୍ରୟ ଦେବାପାଇଁ ଢିରା ଲଗାଯାଏ
ஒத்த சொற்கள் : ଅବଲମ୍ବନ ଯଷ୍ଟି, ଠିଅ, ଠେସ
பிற மொழிகளில் மொழிபெயர்ப்பு :