உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : କୌଣସି ପୂରା ତଥ୍ୟ, ପଦାର୍ଥ, କଥାଆଦି ସବୁ ତତ୍ତ୍ୱର ମୁଖ୍ୟ ଅଭିପ୍ରାୟ
எடுத்துக்காட்டு : ଶିକ୍ଷକ ବିଦ୍ୟାର୍ଥୀଙ୍କୁ କାହାଣୀର ସାରାଂଶ ଲେଖିବାକୁ କହିଲେ
ஒத்த சொற்கள் : ଭାବାର୍ଥ, ସାରାଂଶ
பிற மொழிகளில் மொழிபெயர்ப்பு :हिन्दी English
किसी पूरे तथ्य, पदार्थ, कथन आदि के सब तत्वों आदि का मुख्य आशय।
A sketchy summary of the main points of an argument or theory.
பொருள் : ସେହି ଅଭିପ୍ରାୟ ବା ଉଦ୍ଦେଶ୍ୟ ଯାହା କୌଣସି ଶବ୍ଦ,ପଦ ବା ବାକ୍ୟଆଦିରୁ ବାହାରେ ଏବଂ ଯାହାକୁ ବୁଝାଇବପାଇଁ ସେ ଶବ୍ଦ ବା ପଦ ଲୋକରେ ପ୍ରଚଳିତ ହୁଏ
எடுத்துக்காட்டு : ବେଳେବେଳେ ସୁରଦାଶଙ୍କ ପଦର ଅର୍ଥ ବାହାର କରିବା କଷ୍ଟକର ହୋଇଥାଏ
ஒத்த சொற்கள் : ଅଭିପ୍ରାୟ, ଅର୍ଥ, ଭାବ, ମାନେ
वह संकल्पना जो किसी शब्द, पद या वाक्य आदि से निकलता है और जिसका बोध कराने के लिए वह शब्द या पद लोक में प्रचलित होता है।
The idea that is intended.
நிறுவு