பொருள் : ଯେଉଁ ଲିପିରେ ତାମିଲ ଭାଷା ଲେଖାଯାଏ
எடுத்துக்காட்டு :
ତାମିଲ ହୋଇ ମଧ୍ୟ ସେ ତାମିଲ ଲିପି ଜାଣେନାହିଁ
ஒத்த சொற்கள் : ତାମିଲ ଲିପି
பிற மொழிகளில் மொழிபெயர்ப்பு :
பொருள் : ତାମିଲନାଡ଼ୁ ନିବାସୀ
எடுத்துக்காட்டு :
କିଛି ତାମିଲ ମୋର ଭଲ ସାଙ୍ଗ
பிற மொழிகளில் மொழிபெயர்ப்பு :
तमिलनाडू का मूल या स्थानांतरित निवासी जिसे वहाँ की संस्कृति, धर्म, भाषा आदि विरासत में मिली हुई हो।
कई तमिल मेरे अच्छे मित्र हैं।A member of the mixed Dravidian and Caucasian people of southern India and Sri Lanka.
tamilபொருள் : ଏକ ଦ୍ରାବିଡ଼ ଭାଷା ଯାହା ବହୁ ପ୍ରାଚୀନ କାଳରୁ ଦକ୍ଷିଣ ଭାରତ ଓ ଶ୍ରୀଲଙ୍କାରେ ତାମିଲମାନଙ୍କଦ୍ୱାରା କୁହାଯାଏ
எடுத்துக்காட்டு :
ସେ ଦୁଇଜଣ ତାମିଲରେ କଥାବାର୍ତ୍ତା କରୁଛନ୍ତି
ஒத்த சொற்கள் : ତାମିଲ ଭାଷା
பிற மொழிகளில் மொழிபெயர்ப்பு :
The Dravidian language spoken since prehistoric times by the Tamil in southern India and Sri Lanka.
tamilபொருள் : ତାମିଲ ଭାଷା ସଂବନ୍ଧିତ ବା ତାମିଲ ଭାଷାର
எடுத்துக்காட்டு :
ତାମିଲ ସାହିତ୍ୟ ବହୁତ ଉନ୍ନତ
பொருள் : ତାମିଲନାଡ଼ୁରେ ରହିବା ବ୍ୟକ୍ତି
எடுத்துக்காட்டு :
ତାମିଲଲୋକେ ପୋଙ୍ଗଲ ପର୍ବ ବଡ଼ ଧୁମଧାମରେ ପାଳନକରନ୍ତି
பொருள் : ତାମିଲନାଡ଼ୁ ସହିତ ସଂବନ୍ଧିତ
எடுத்துக்காட்டு :
ଇତିହାସକାରମାନେ ତାମିଲ ସଂସ୍କୃତିକୁ ଭାରତର ସବୁଠାରୁ ପୁରୁଣା ସଂସ୍କୃତି ମାନନ୍ତି
பிற மொழிகளில் மொழிபெயர்ப்பு :
तमिलनाडु का या वहाँ के निवासी, भाषा, संस्कृति इत्यादि से संबंधित।
इतिहासकारों ने तमिल संस्कृति को भारत की सबसे पुरानी संस्कृति माना है।Of or relating to a speaker of the Tamil language or the language itself.
Tamil agglutinative phrases.