பொருள் : ତିଆରି କରିବାର କାମ
எடுத்துக்காட்டு :
ଘରର ତିଆରି ଆରମ୍ଭ ହୋଇଛି
ஒத்த சொற்கள் : ନିର୍ମାଣ, ପ୍ରସ୍ତୁତି, ପ୍ରସ୍ତୁତିକରଣ
பிற மொழிகளில் மொழிபெயர்ப்பு :
The act of constructing something.
During the construction we had to take a detour.பொருள் : କୌଣସି ବିଶେଷ କର୍ଯ୍ୟ ଆରମ୍ଭ କରାଯିବା ପୂର୍ବରୁ କରାଯାଉଥିବା କାମ
எடுத்துக்காட்டு :
ସୀମାର ବାହାଘର ପ୍ରସ୍ତୁତି ବଡ଼ ଜୋରସୋରରେ ଚାଲୁଛି
ஒத்த சொற்கள் : ଉପକ୍ରମ, ପ୍ରସ୍ତୁତି
பிற மொழிகளில் மொழிபெயர்ப்பு :
The activity of putting or setting in order in advance of some act or purpose.
Preparations for the ceremony had begun.பொருள் : ପ୍ରକୃତିରୁ ଉତ୍ପନ୍ନ କରାଯାଉଥିବା ବା ମଣିଷଙ୍କଦ୍ୱାରା ତିଆରି ହେଉଥିବା ଜିନିଷ
எடுத்துக்காட்டு :
ଆଜିକାଲି ପ୍ରତ୍ୟେକ କମ୍ପାନୀ ନିଜନିଜର ନୂଆ ନୂଆ ଉତ୍ପାଦନ ବଜାରକୁ ଛାଡୁଛନ୍ତି
ஒத்த சொற்கள் : ଉତ୍ପାଦନ, ଉତ୍ପାଦ୍ୟ
பிற மொழிகளில் மொழிபெயர்ப்பு :
An artifact that has been created by someone or some process.
They improve their product every year.பொருள் : ଯାହାକୁ ଗଢ଼ାଯାଇ ଆକାର ଦିଆଯାଇଛି
எடுத்துக்காட்டு :
ସୀତା ବଜାରରୁ ମାଟିରେ ତିଆରି ମୂର୍ତ୍ତିଟିଏ କିଣିଲା
பிற மொழிகளில் மொழிபெயர்ப்பு :
जिसे गढ़ कर कोई आकार दिया गया हो।
सीता ने बाजार से मिट्टी से गढ़ी गणेश की एक मूर्ति खरीदी।