பொருள் : ବହୁତ ଘୃଣା ପ୍ରକଟ କରିବା
எடுத்துக்காட்டு :
ତୁମ କର୍ମ ଯୋଗୁଁ ହିଁ ଆଜି ସମସ୍ତେ ତୁମକୁ ଧିକ୍କାର କରୁଛନ୍ତି
ஒத்த சொற்கள் : ଛିଛାକର କରିବା, ଧିକ୍କାର କରିବା, ଭର୍ତ୍ସନା କରିବା
பிற மொழிகளில் மொழிபெயர்ப்பு :
बहुत घृणा प्रकट करना।
तुम्हारे कर्मों के कारण ही आज सभी लोग तुझे थुथकार रहे हैं।பொருள் : ଏଭଳି କଥା ବା କାମ କରିବା ଯାହାଦ୍ୱାରା କାହାରି ସମ୍ମ୍ମାନ ବା ପ୍ରତିଷ୍ଠା କମିଯାଏ
எடுத்துக்காட்டு :
ସେ ମୋତେ ସମସ୍ତଙ୍କ ସାମ୍ନାରେ ଅପମାନିତ କଲା
ஒத்த சொற்கள் : ଅପମାନ ଦେବା, ଅପମାନିତ କରିବା
பிற மொழிகளில் மொழிபெயர்ப்பு :
ऐसी बात या काम करना जिससे किसी का मान या प्रतिष्ठा कम हो।
उसने मुझे सब के सामने अपमानित किया।