பொருள் : ଯାହା ମଝିରୁ ଏପାଖ ସେପାଖ ଝୁଙ୍କିଛି ବା ବୁଲିପଡ଼ିଛି
எடுத்துக்காட்டு :
ଏହି ମନ୍ଦିରକୁ ଯିବାର ରାସ୍ତା ତେଢ଼ା
ஒத்த சொற்கள் : କୁଞ୍ଚିତ, ତେଢ଼ା ମେଢ଼ା, ବଙ୍କା
பிற மொழிகளில் மொழிபெயர்ப்பு :
जो बीच में इधर-उधर झुका या घूमा हो।
इस मन्दिर पर जाने का रास्ता घुमावदार है।பொருள் : ଯିଏ ସମାନାନ୍ତର ବା ସିଧା ନୁହେଁ
எடுத்துக்காட்டு :
ଶୀଘ୍ର ସହର ପହଞ୍ଚିବାପାଇଁ ଆମକୁ ବଙ୍କା ରାସ୍ତାଦେଇ ଯିବାକୁ ପଡ଼ିବ ସେ ନିଜର ଉତ୍ତରପୁସ୍ତିକା ଉପରେ ବଙ୍କା ରେଖା ଟାଣୁଅଛି
பிற மொழிகளில் மொழிபெயர்ப்பு :
பொருள் : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
எடுத்துக்காட்டு :
ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
ஒத்த சொற்கள் : କଠିନ, କୂଟ, କୂଟତାପୂର୍ଣ୍ଣ, ଗମ୍ଭୀର, ଗୁଢ଼, ଜଟିଳ
பிற மொழிகளில் மொழிபெயர்ப்பு :
Difficult to analyze or understand.
A complicated problem.