பொருள் : ବନ୍ଧୁକ ବା ତୋପର ରଞ୍ଜକରେ ନିଆଁ ଲଗାଇବାର ବତୀ
எடுத்துக்காட்டு :
ଆଗ କାଳରେ ବନ୍ଧୁକରେ ତୋଡ଼ା ଲଗାଇ ଛଡ଼ାଯାଉଥିଲା
பிற மொழிகளில் மொழிபெயர்ப்பு :
A fuse containing an explosive.
detonating fuseபொருள் : ନୀଳଗିରି ଏବଂ ଏହାର ଆଖପାଖ କ୍ଷେତ୍ରରେ ମିଳୁଥିବା ଏକ ପ୍ରକାର ମଇଁଷି ଯାହାର ଶିଙ୍ଗ ବିଶେଷ ପ୍ରକାରରେ ମୋଡ଼ି ହୋଇଥାଏ
எடுத்துக்காட்டு :
ତୋଡ଼ା ମଇଁଷି ଦିନକୁ ଚାରିରୁ ସାତ କିଲୋ ପର୍ଯ୍ୟନ୍ତ ଦୁଧ ଦିଏ
ஒத்த சொற்கள் : ତୋଡ଼ା ମଇଁଷି
பிற மொழிகளில் மொழிபெயர்ப்பு :
नीलगिरी और उसके आस-पास के क्षेत्रों में मिलनेवाली एक प्रकार की भैंस जिसके सींग विशेष प्रकार से घुमावदार होते हैं।
तोड़ा एक दिन में चार से सात किलो तक दूध देती है।Upland buffalo of eastern Asia where true water buffaloes do not thrive. Used for draft and milk.
indian buffalo