பொருள் : ଦାନ୍ତଦ୍ୱାରା କାଟିବା କ୍ରିୟା
எடுத்துக்காட்டு :
ବିଷାକ୍ତ କୀଟମାନଙ୍କ ଦଂଶନରୁ ଶରୀର ଉପରେ ଜାଗାଜାଗାରେ ଫୁଲା ଆସିଯାଇଛି
பிற மொழிகளில் மொழிபெயர்ப்பு :
பொருள் : ବିଛା, ମହୁମାଛିଆଦି କୀଟମାନଙ୍କର ପଛରୁ ବାହାରିଥିବା ବିଷାକ୍ତ କଣ୍ଟା ଯାହା ଜୀବମାନଙ୍କର ଶରୀରରେ ପଶି ବିଷ ବିସ୍ତାର କରେ
எடுத்துக்காட்டு :
ତାକୁ ବିଛା ଦଂଶନ କଲା
பிற மொழிகளில் மொழிபெயர்ப்பு :
A sharp organ of offense or defense (as of a wasp or stingray or scorpion) often connected with a poison gland.
stinger