பொருள் : କାହା ଉପରେ କୌଣସି ଆଡ଼ୁ ଏହି ପ୍ରକାର ଜୋର ଦେବା ଯେମିତି ତାହା ପଛକୁ ଘୁଞ୍ଚିଯିବ
எடுத்துக்காட்டு :
କମ୍ପ୍ୟୁଟର ଚଳାଇବାପାଇଁ ଗୁଲୁ ତାର ବଟନ ଦବେଇଲା
ஒத்த சொற்கள் : ଚିପିବା
பிற மொழிகளில் மொழிபெயர்ப்பு :
किसी पर किसी ओर से इस प्रकार ज़ोर पहुँचाना कि उसे पीछे हटना पड़े।
कम्प्यूटर चालू करने के लिए गोलू ने उसका बटन दबाया।Exert pressure or force to or upon.
He pressed down on the boards.பொருள் : କାହା ଉପରେ ଏପରି ଜୋର ଦେବା ଯେ ସେ କିଛି କରିପାରିବ ନାହିଁ
எடுத்துக்காட்டு :
ଗୁଣ୍ଡାମାନେ ସମଗ୍ର ବସ୍ତିକୁ ଡରେଇ ଧମକେଇ କରି ଦବେଇଲେ
பிற மொழிகளில் மொழிபெயர்ப்பு :
பொருள் : ପ୍ରତିଯୋଗିତାରେ ପିଛାଡିବା
எடுத்துக்காட்டு :
ଖେଳ ପ୍ରତିଯୋଗିତାରେ ସୌରଭ ବରୁଣକୁ ଦବେଇଦେଲା
ஒத்த சொற்கள் : ପକେଇବା, ପିଛାଡ଼ିବା, ଭାରି ପଡ଼ିବା
பிற மொழிகளில் மொழிபெயர்ப்பு :
பொருள் : ବଢ଼ୁଥିବା ବେଗ, ବିରୋଧ ଆଦିକୁ ଦମନ କରିବା
எடுத்துக்காட்டு :
ପୋଲିସ ହରତାଳକାରୀମାନଙ୍କୁ ଲାଠି ଚାର୍ଜ କରି ଦବେଇଲେ
ஒத்த சொற்கள் : ଚପେଇଦେବା, ପ୍ରସମିତ କରିବା, ଶାନ୍ତ କରିବା
பொருள் : ଉପର ଭାଗରେ ଏହି ପ୍ରକାର ଭାର ରଖିବା, ଯେମିତି କୌଣସି ଜିନିଷ ତଳକୁ ଦବିବ ବା ଏପଟସେପଟ ହୋଇ ପାରିବ ନାହିଁ
எடுத்துக்காட்டு :
ଛେନାର ମୁଣ୍ଡା ତିଆରି କରିବାପାଇଁ ତାକୁ କନାରେ ବାନ୍ଧିକି ଶିଳ ତଳେ ଦବାଯାଏ
பிற மொழிகளில் மொழிபெயர்ப்பு :
Exert pressure or force to or upon.
He pressed down on the boards.