பொருள் : ଅସ୍ତମିତ ଯୌବନର ବା ବୃଦ୍ଧାବସ୍ଥା ଓ ଯୌବନାବସ୍ଥାର ମଝିରେ ଥିବା ବ୍ୟକ୍ତି
எடுத்துக்காட்டு :
ଜଣେ ଦରବୁଢ଼ା ବ୍ୟକ୍ତି ପଳେଇଯାଉଥିବା ଚୋରକୁ ଧରିନେଲେ
ஒத்த சொற்கள் : ଅଧବୟସିଆ, ଅଧୁଆରି, ପ୍ରୌଢ଼, ମଧ୍ୟବୟସ୍କ
பிற மொழிகளில் மொழிபெயர்ப்பு :
The time of life between youth and old age (e.g., between 40 and 60 years of age).
middle ageபொருள் : ଦରବୁଢ଼ା ହେବାର ଅବସ୍ଥା ବା ଭାବ
எடுத்துக்காட்டு :
ଦରବୁଢ଼ାରେ ମଧ୍ୟ ଛୁଆମାନଙ୍କ ଭଳି ହରକତ କରିବା ଶୋଭା ପାଏନାହିଁ
ஒத்த சொற்கள் : ଅଧାବୁଢ଼ା
பிற மொழிகளில் மொழிபெயர்ப்பு :
The time of life between youth and old age (e.g., between 40 and 60 years of age).
middle ageபொருள் : ଅନ୍ତିମ ଯୌବନ ବା ଯୌବନ ଓ ବାର୍ଦ୍ଧକ୍ୟର ମଝିରେ
எடுத்துக்காட்டு :
ଆମର ଅଧ୍ୟାପିକା ଜଣେ ମଧ୍ୟବୟସ୍କା ମହିଳା ମଧ୍ୟବୟସ୍କ ହେଲେ ଯେ ଅକଲ୍ ଆସିଯିବ ଏହା ଜରୁରୀ ନୁହେଁ
ஒத்த சொற்கள் : ପ୍ରୌଢ଼, ମଧ୍ୟବୟସ୍କ
பிற மொழிகளில் மொழிபெயர்ப்பு :
Being roughly between 45 and 65 years old.
middle-aged