பொருள் : କୌଣସି ଟାଣୁଆ ବସ୍ତୁକୁ ହାତ ବା କୌଣସି ବସ୍ତୁରେ ବାରମ୍ବାର ଏପରି ଚାପଦେବା ଯାହା ଫଳରେ ସେହି ବସ୍ତୁ ଛୋଟଛୋଟ ଖଣ୍ଡ ହୋଇଯିବ
எடுத்துக்காட்டு :
ଭର୍ତ୍ତା ତିଆରି କରିବାପାଇଁ ଲଲିତା ସିଝା ଆଳୁକୁ ଚକଟୁଛି
ஒத்த சொற்கள் : ଚକଟିବା
பிற மொழிகளில் மொழிபெயர்ப்பு :
பொருள் : ବସ୍ତ୍ର, ଫୁଲ ଆଦି କୌଣସି କୋମଳ ପଦାର୍ଥକୁ ହାତରେ ଏପରି ମକଚିବା ଯେପରି ତାହା ଖରାପ ହୋଇଯିବ
எடுத்துக்காட்டு :
ତୁମ୍ଭେମାନେ ଫୁଲଗୁଡ଼ିକ କାହିଁକି ମକଚୁଛ?
ஒத்த சொற்கள் : ମକଚିବା
பிற மொழிகளில் மொழிபெயர்ப்பு :
किसी कोमल पदार्थ विशेषकर कपड़े, फूल आदि को इस प्रकार हाथ से मलना कि वह खराब हो जाए।
तुम लोग फूल को क्यों गींजते हो।பொருள் : ପାଣି ମିଶାଇ ହାତରେ ଦବାଇବା ବା ମକଚିବା
எடுத்துக்காட்டு :
ଭାଉଜ ଅଟା ଚକଟୁଛନ୍ତି
ஒத்த சொற்கள் : ଚକଟିବା, ମର୍ଦ୍ଦନକରିବା
பிற மொழிகளில் மொழிபெயர்ப்பு :
பொருள் : ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ
எடுத்துக்காட்டு :
ସେ ସାପର ମୁଣ୍ଡକୁ ଦଳୁଛି
ஒத்த சொற்கள் : ଚକଟିବା, ଛେଚିବା, ମର୍ଦ୍ଦନ କରିବା
பிற மொழிகளில் மொழிபெயர்ப்பு :