பொருள் : ଯିଏ ଦାନ କରିବାକୁ ପଛାଏ ନାହିଁ
எடுத்துக்காட்டு :
କର୍ଣ୍ଣ ବହୁତ ବଡ଼ ଦାନୀ ଥିଲେ
ஒத்த சொற்கள் : ଦାନକର୍ତ୍ତା, ଦାନବୀର, ଦାନୀ
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁ ଆଦି ଦେଉଥିବା ବ୍ୟକ୍ତି ବା ଯେ କିଛି ଦିଏ
எடுத்துக்காட்டு :
କେହି ଦେଲାବାଲା ଥିଲେ ମୁଁ ରାସନ ଦୋକାନରୁ ଖାଲି ହାତରେ ଫେରି ନଥାନ୍ତି
ஒத்த சொற்கள் : ଦେଲାବାଲା, ପ୍ରଦାନକାରୀ
பிற மொழிகளில் மொழிபெயர்ப்பு :
कोई वस्तु आदि दिलाने वाला व्यक्ति या वह जो कुछ दिलाए।
कोई दिलवैया होता तो मैं राशन की दुकान से खाली हाथ नहीं आता।