பொருள் : ଚେସ ଖେଳର କୌଣସି ଗୋଟି
எடுத்துக்காட்டு :
ସେ ବହୁତ ଚେଷ୍ଟାକରି ନିଜର ଗୋଟି ବଞ୍ଚେଇଲା
ஒத்த சொற்கள் : ଗୋଟି
பிற மொழிகளில் மொழிபெயர்ப்பு :
பொருள் : ରାଜ୍ୟ ଶାସନ ଆଦି ତରଫରୁ କୋଣସି ବିଶେଷ କାର୍ଯ୍ୟପାଇଁ ସହାୟତାରୂପେ ମିଳୁଥିବା ପୁଞ୍ଜି ବା ଧନ
எடுத்துக்காட்டு :
ବନ୍ୟାଗ୍ରସ୍ତ ଅଞ୍ଚଳପାଇଁ କେନ୍ଦ୍ରସରକାର ଏକକୋଟି ଟଙ୍କା ଅନୁଦାନ ଦେଇଛନ୍ତି
ஒத்த சொற்கள் : ଅନୁଦାନ
பிற மொழிகளில் மொழிபெயர்ப்பு :
राज्य शासन आदि से किसी विशेष कार्य के लिए सहायता के रूप में मिलने वाला धन।
बाढ़ ग्रस्त इलाक़े के लिए केंद्र सरकार ने एक करोड़ रुपए का अनुदान दिया है।Any monetary aid.
grantபொருள் : ପଥର, ମାଟି, ପ୍ଲାଷ୍ଟିକଆଦିର ଛୋଟ ଖଣ୍ଡ ଯାହାର ଉପଯୋଗ କୌଣସି ଖେଳରେ ହୋଇଥାଏ
எடுத்துக்காட்டு :
ପିଲାମାନେ ଖେଳିବାପାଇଁ ଗୋଟି ଏକାଠି କରୁଛନ୍ତି
பிற மொழிகளில் மொழிபெயர்ப்பு :
பொருள் : କାହାକୁ କିଛି ଦେବାର କାର୍ଯ୍ୟ
எடுத்துக்காட்டு :
ମୁଖ୍ୟ ଅତିଥି ପିଲାମାନଙ୍କୁ ପୁରସ୍କାର ପ୍ରଦାନ କଲେ ମଣିଷମାନଙ୍କ ଉପରେ ଆଲ୍ଲାଙ୍କ ଦାନ ବହୁମୂଲ୍ୟ
ஒத்த சொற்கள் : ପ୍ରଦାନ
பிற மொழிகளில் மொழிபெயர்ப்பு :
பொருள் : ପଶା, ତାସ ଆଦିର ଖେଳରେ ପତ୍ର ବା ଦାନ ବାଦିରେ ରଖିବା ଆଗକୁ ବଢ଼ିବାର କ୍ରିୟା
எடுத்துக்காட்டு :
ଦାନ ଚଲେଇବା ଆପଣଙ୍କ ପାଳି
ஒத்த சொற்கள் : ଗୋଟି
பிற மொழிகளில் மொழிபெயர்ப்பு :
शतरंज,ताश चौरस आदि के खेल में, पत्ता या मोहरा दाँव पर रखने या आगे बढ़ाने की क्रिया।
चाल चलने की आपकी बारी है।(game) a player's turn to take some action permitted by the rules of the game.
move