பொருள் : ଜୀବମାନଙ୍କ ମୁହଁରୁ ଅଙ୍କୁର ଭଳି ବାହାରିଥିବା ହାଡ଼ର ତଳ ଓ ଉପର ପ୍ରତ୍ୟେକ ଅଂଶ ଯାହାକୁ ଖାଇବାପାଇଁ, ଜିନିଷ କାମୁଡ଼ିବା ବା ଜମିଆଦି ଖୋଳିବାପାଇଁ ବ୍ୟବହାର କରାଯାଏ
எடுத்துக்காட்டு :
ଦୁର୍ଘଟଣାରେ ତାର କେତେଟା ଦାନ୍ତ ଭାଙ୍ଗିଯାଇଛି
பிற மொழிகளில் மொழிபெயர்ப்பு :
Hard bonelike structures in the jaws of vertebrates. Used for biting and chewing or for attack and defense.
toothபொருள் : ଜଙ୍ଗଲି ଘୁଷୁରୀ ମୁହଁରୁ ବାହାରକୁ ବାହାରିଥିବା ଦାନ୍ତ
எடுத்துக்காட்டு :
ବାର୍ହା ଦାନ୍ତ ସାହାଯ୍ୟରେ ମେଣ୍ଢାଛୁଆକୁ ଚିରିଦେଲା
பிற மொழிகளில் மொழிபெயர்ப்பு :
A long pointed tooth specialized for fighting or digging. Especially in an elephant or walrus or hog.
tusk