உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଯେଉଁ ଦାସୀ ପ୍ରଥମ ଥରପାଇଁ ଶଶୁର ଘରଯାଉଥିବା ବିବାହିତା ସ୍ତ୍ରୀସହ ଯାଏ
எடுத்துக்காட்டு : ଦାସୀକୁ ବିବାହିତା ସ୍ତ୍ରୀର ଶଶୁରଘରେ ଅନେକ ସମ୍ମାନ ମିଳିଲା
ஒத்த சொற்கள் : ପୋଇଲି
பிற மொழிகளில் மொழிபெயர்ப்பு :हिन्दी
वह दासी जो पहले-पहल ससुराल जाने वाली विवाहिता के साथ जाती है।
பொருள் : ଈଶ୍ୱର ବା ଦେବତା ଆଦିଙ୍କୁ ଭକ୍ତି କରୁଥିବା ସ୍ତ୍ରୀ
எடுத்துக்காட்டு : ମୀରା କୃଷ୍ଣଙ୍କ ପୂଜାରିଣୀ ଥିଲେ
ஒத்த சொற்கள் : ଉପାସିକା, ପୂଜାରିଣୀ, ପୂଜାରୁଣୀ
वह स्त्री जो ईश्वर या देवता आदि की भक्ति करती है।
பொருள் : ଘରର କାମଦାମ ତଥା ସେବା କରୁଥିବା ବ୍ୟକ୍ତି
எடுத்துக்காட்டு : ଆଜିକାଲିର କାର୍ଯ୍ୟରତ ମହିଳାମାନେ ଚାକରାଣୀମାନଙ୍କ ଉପରେ ଅଧିକ ନିର୍ଭର କରନ୍ତି
ஒத்த சொற்கள் : ଚାକରାଣୀ, ନଉକରାଣୀ, ପରିଚାରିକା, ସେବିକା
பிற மொழிகளில் மொழிபெயர்ப்பு :हिन्दी English
वह जो घरेलू काम-काज तथा सेवा करती हो।
A female domestic.
நிறுவு