பொருள் : ବାନ୍ଧିକରି ଓ କଟାକଟି କରି ଏକ ବିଶେଷ ଢଙ୍ଗରେ ବଢ଼ିବାପାଇଁ ପ୍ରବୃତ୍ତ କରିବା
எடுத்துக்காட்டு :
କୃଷକ ପାନ ଲତାଗୁଡ଼ିକ ଅନୁବର୍ଦ୍ଧନ କରୁଛି
ஒத்த சொற்கள் : ଅନୁବର୍ଦ୍ଧନ କରିବା, ବର୍ଦ୍ଧିତ କରାଇବା, ବଢ଼ାଇବା, ରକ୍ଷଣାବେକ୍ଷଣ କରିବା
பிற மொழிகளில் மொழிபெயர்ப்பு :
* बाँधकर और कटाई-छँटाई करके एक विशेष तरीके से बढ़ने में प्रवृत्त करना।
किसान पान की लताओं का अनुवर्धन कर रहा है।பொருள் : କୌଣସି ବ୍ୟକ୍ତି ବା ବସ୍ତୁର ଯତ୍ନ ନେବା
எடுத்துக்காட்டு :
ମୋ ବୋହୂ ଏବେ ଚାକିରୀ ଛାଡ଼ି ଘର ଏବଂ ଛୁଆପିଲାଙ୍କୁ ସମ୍ଭାଳୁଛି
ஒத்த சொற்கள் : ଦେଖିବା, ଯତ୍ନନେବା, ସମ୍ଭାଳିବା
பிற மொழிகளில் மொழிபெயர்ப்பு :
किसी व्यक्ति या वस्तु आदि का ध्यान रखना।
मेरी बहू अब नौकरी छोड़कर बच्चों तथा घर को सँभालती है।