பொருள் : ଯେଉଁ ସମୟସୀମା ମଧ୍ୟରେ କିଛି ବିଶେଷ ଘଟଣା ଘଟିଥାଏ
எடுத்துக்காட்டு :
କଲେଜ ଦିନଗୁଡ଼ିକରେ ଆମେ ବହୁତ ମଜା କରୁଥିଲୁ
ஒத்த சொற்கள் : ସମୟ
பிற மொழிகளில் மொழிபெயர்ப்பு :
An indefinite period (usually marked by specific attributes or activities).
The time of year for planting.பொருள் : ଗୋଟିଏ ସୂର୍ଯୋଦୟ ଠାରୁ ଆଉଗୋଟିଏ ସୂର୍ଯୋଦୟ ପର୍ଯ୍ୟନ୍ତ ସମୟ ଚବିଶ ଘଣ୍ଟା
எடுத்துக்காட்டு :
ଗୋଟିଏ ଦିନରେ ଆଠ ପ୍ରହର ଥାଏ
ஒத்த சொற்கள் : ଦିବସ
பிற மொழிகளில் மொழிபெயர்ப்பு :
Time for Earth to make a complete rotation on its axis.
Two days later they left.பொருள் : ବହୁତ ଅଧିକ ସମୟ
எடுத்துக்காட்டு :
ଅପେକ୍ଷାରେ ତାଙ୍କର ଦିନ ସରିଗଲା
பிற மொழிகளில் மொழிபெயர்ப்பு :
பொருள் : ସୂର୍ଯ୍ୟ ଉଦୟ ହେବାଠାରୁ ଅସ୍ତ ହେବା ପର୍ଯ୍ୟନ୍ତ ସମୟ
எடுத்துக்காட்டு :
ଆଜି ଦିନଟି ମୋପାଇଁ ବହୁତ ଭଲ ଥିଲା ଖରାଦିନେ ଦିନ ବଢ଼ିଯାଏ
பிற மொழிகளில் மொழிபெயர்ப்பு :
பொருள் : ଗଣତି ବିଚାରକୁ ନେଇ ଇଂରାଜୀ ମାସର କୌଣସି ଦିନ
எடுத்துக்காட்டு :
ମୁଁ ପ୍ରାର୍ଥନା-ପତ୍ରରେ ଆଜିର ତାରିଖ ଲେଖିବାକୁ ଭୁଲିଗଲି
பிற மொழிகளில் மொழிபெயர்ப்பு :
பொருள் : ମିନିଟ୍, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ
எடுத்துக்காட்டு :
ସମୟ କାହାରିକୁ ଅପେକ୍ଷା କରେ ନାହିଁ ଆପଣ କେଉଁ ଯୁଗର କଥା କହୁଛନ୍ତି ସମୟ କେମିତି କଟୁଛି,କିଛି ଜଣା ପଡ଼ୁନାହିଁ ସେ କିଛି ସମୟ ନିମନ୍ତେ ଏଠାକୁ ବି ଆସିଥିଲେ
ஒத்த சொற்கள் : ଅବସର, କାଳ, ବେଳା, ଯୁଗ, ସମୟ
பிற மொழிகளில் மொழிபெயர்ப்பு :
मिनटों, घंटों, वर्षों आदि में नापी जाने वाली दूरी या गति जिससे भूत, वर्तमान आदि का बोध होता है।
समय किसी का इंतजार नहीं करता।An amount of time.
A time period of 30 years.பொருள் : ଚବିଶ ଘଣ୍ଟା ମଧ୍ୟରୁ ଶୋଇବା ସମୟ ବ୍ୟତୀତ ଯେଉଁ ସମୟରେ ଆମେ କାର୍ଯ୍ୟ କରିଥାଉ
எடுத்துக்காட்டு :
ମୋର ଦିନ ସକାଳ ଚାରିଟାରେ ଆରମ୍ଭ ହୁଏ
ஒத்த சொற்கள் : ଦିବସ
பிற மொழிகளில் மொழிபெயர்ப்பு :
The recurring hours when you are not sleeping (especially those when you are working).
My day began early this morning.