பொருள் : ଗୋଟିଏ ସୂର୍ଯୋଦୟ ଠାରୁ ଆଉଗୋଟିଏ ସୂର୍ଯୋଦୟ ପର୍ଯ୍ୟନ୍ତ ସମୟ ଚବିଶ ଘଣ୍ଟା
எடுத்துக்காட்டு :
ଗୋଟିଏ ଦିନରେ ଆଠ ପ୍ରହର ଥାଏ
ஒத்த சொற்கள் : ଦିନ
பிற மொழிகளில் மொழிபெயர்ப்பு :
Time for Earth to make a complete rotation on its axis.
Two days later they left.பொருள் : ସୂର୍ଯ୍ୟ ଉଦୟ ହେବାଠାରୁ ଅସ୍ତ ହେବା ପର୍ଯ୍ୟନ୍ତ ସମୟ
எடுத்துக்காட்டு :
ଆଜି ଦିନଟି ମୋପାଇଁ ବହୁତ ଭଲ ଥିଲା ଖରାଦିନେ ଦିନ ବଢ଼ିଯାଏ
பிற மொழிகளில் மொழிபெயர்ப்பு :
பொருள் : ଚବିଶ ଘଣ୍ଟା ମଧ୍ୟରୁ ଶୋଇବା ସମୟ ବ୍ୟତୀତ ଯେଉଁ ସମୟରେ ଆମେ କାର୍ଯ୍ୟ କରିଥାଉ
எடுத்துக்காட்டு :
ମୋର ଦିନ ସକାଳ ଚାରିଟାରେ ଆରମ୍ଭ ହୁଏ
ஒத்த சொற்கள் : ଦିନ
பிற மொழிகளில் மொழிபெயர்ப்பு :
The recurring hours when you are not sleeping (especially those when you are working).
My day began early this morning.