பொருள் : କାଠ ବା ଧାତୁର ଏକ ଆଧାର ଯାହାଉପରେ ଦୀପ ରଖି ଜଳାହୁଏ
எடுத்துக்காட்டு :
ସୀତା ଦୀପ ଜାଳି ରୁଖାଉପରେ ରଖିଦେଲା
பிற மொழிகளில் மொழிபெயர்ப்பு :
பொருள் : ମାଟି,ଅଭ୍ରଧାତୁ,କାଗଜ ଆଦିରେ ତିଆରି ହୋଇଥିବା ଲଣ୍ଠନ ଯାହାର ମୁହଁ ଉପର ଆଡ଼କୁ ହୋଇଥାଏ
எடுத்துக்காட்டு :
ଆଲୁଅ ନିମନ୍ତେ ଆଜି ବି କେତେକ ଘରେ ଦୀପାଧାର ଜଳା ଯାଇଥାଏ
ஒத்த சொற்கள் : ପୁରୁଣା କାଳିଆ ଲଣ୍ଠନ
பிற மொழிகளில் மொழிபெயர்ப்பு :