பொருள் : ଯାହା ଦୁଃଖରେ ଭରା
எடுத்துக்காட்டு :
ହିନ୍ଦୁ ବିଧବାର ଜୀବନ ଦୁଃଖମୟ
ஒத்த சொற்கள் : କଷ୍ଟପୂର୍ଣ୍ଣ୍, କଷ୍ଟଭରା, ଦୁଃଖପୂର୍ଣ୍ଣ, ଦୁଃଖଭରା, ଦୁଃଖମୟ
பிற மொழிகளில் மொழிபெயர்ப்பு :
Causing or marked by grief or anguish.
A grievous loss.பொருள் : ଯାହାଦ୍ୱାରା ଦୁଃଖ ପହଞ୍ଚେ ବା ଦୁଃଖ ଦେବାବାଲା
எடுத்துக்காட்டு :
ଏହା ବଡ ଦୁଃଖଦ କଥା ଯେ ତୁମେ ନିଜ ବାପ-ମା’ଙ୍କ ସେବା କରୁନାହଁ
ஒத்த சொற்கள் : କଷ୍ଟଦାୟକ, କଷ୍ଟଦାୟୀ, ଦୁଃଖକର, ଦୁଃଖକାରକ, ଦୁଃଖଦାୟକ, ଦୁଃଖଦାୟୀ, ଦୁଃଖପ୍ରଦ
பிற மொழிகளில் மொழிபெயர்ப்பு :
Causing physical discomfort.
Bites of black flies are more than irritating; they can be very painful.