உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଯେ ଗମ୍ୟ ନୁହେଁ ବା ଯାହା ଯିବା ଯୋଗ୍ୟ ନୁହେଁ
எடுத்துக்காட்டு : ମୁଁ ଦୁର୍ଗମ ପଥର ପଥିକ
ஒத்த சொற்கள் : ଅଗମ୍ୟ, ଅନାଗମ୍ୟ, ଅସୁଗମ, ଦୁର୍ଗମ, ଦୁର୍ଗମ୍ୟ, ବକ୍ର
பிற மொழிகளில் மொழிபெயர்ப்பு :हिन्दी English
जो गम्य न हो या जो जाने योग्य न हो।
Incapable of being passed.
பொருள் : ଯେଉଁଥିରେ ବହୁତ ହେରଫେର୍ ବା ପେଞ୍ଚ ଅଛି ଏବଂ ସେଥିପାଇଁ ଯାହା ଶୀଘ୍ର ବୁଝିହୁଏନାହିଁ
எடுத்துக்காட்டு : ଏହା ଦୁର୍ବୋଧ୍ୟ ମାମଲା, ଏହାର ସମାଧାନ ବାହାର କରିବା କଠିନ
ஒத்த சொற்கள் : ଅତିଗୂଢ଼, ଦୁର୍ବୋଧ୍ୟ
பிற மொழிகளில் மொழிபெயர்ப்பு :हिन्दी
जिसमें बहुत हेर-फेर या पेंच हो और जो इसलिए जल्दी समझ में न आये।
பொருள் : ଯାହା ଶୀଘ୍ର ବୁଝି ହୁଏ ନାହିଁ
எடுத்துக்காட்டு : ଏହି କଠିନ ପ୍ରଶ୍ନର ଉତ୍ତର ପ୍ରଶ୍ନକର୍ତ୍ତା ହିଁ ଦେଇ ପାରିବେ
ஒத்த சொற்கள் : କଠିନ, ସୂକ୍ଷ୍ମ
जो जल्दी समझ में न आए।
Difficult to analyze or understand.
நிறுவு