பொருள் : କୌଣସି ନଗରର ଯେଉଁ ସ୍ଥାନରେ ଅନ୍ୟ ଦେଶର ରାଜଦୂତ ଏବଂ ତାଙ୍କ ସହକର୍ମୀମାନେ ରହନ୍ତି
எடுத்துக்காட்டு :
ଦିଲ୍ଲୀରେ ଅନେକ ଦେଶର ଦୂତାବାସ ଅଛି
ஒத்த சொற்கள் : ଏମ୍ବାସି
பிற மொழிகளில் மொழிபெயர்ப்பு :
किसी नगर का वह स्थान जहाँ दूसरे राष्ट्र या राज्य का राजदूत और उसके साथी, कर्मचारी आदि रहते हों।
दिल्ली में कई देशों के दूतावास हैं।Diplomatic building that serves as the residence or workplace of a consul.
consulateபொருள் : ହାଇକମିଶନରଙ୍କ କାର୍ଯ୍ୟାଳୟ
எடுத்துக்காட்டு :
ଭାରତୀୟ ଦୂତାବାସ କେଉଁଠାରେ ଆପଣ ଜାଣିଛନ୍ତି କି?
ஒத்த சொற்கள் : ଉଚ୍ଚାୟୋଗ
பிற மொழிகளில் மொழிபெயர்ப்பு :
An embassy of one British Commonwealth country to another.
high commissionபொருள் : ଦୂତାବେଶ ତୁଲ୍ୟ ରାଜକୀୟ ସଂସ୍ଥାନ
எடுத்துக்காட்டு :
ପାକିସ୍ତାନ ଦୂତାବାସ ଭାରତ-ପାକ କ୍ରିକେଟ ମ୍ୟାଚ ଦେଖିବାପାଇଁ ଆଗ୍ରହୀ ଭାରତୀୟ କ୍ରିକେଟପ୍ରେମୀଙ୍କୁ ଭିସା ଦେବା କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ କରିବେ
ஒத்த சொற்கள் : ହାଇ କମିଶନ
பிற மொழிகளில் மொழிபெயர்ப்பு :