பொருள் : ସେହି ବୃତ୍ତି ବା ଶକ୍ତି ଯେଉଁଥିରେ ମନୁଷ୍ୟ ବା ଜୀବ ସବୁ ଜିନିଷ ଦେଖି ପାରନ୍ତି
எடுத்துக்காட்டு :
ଶାଗୁଣାର ଦୃଷ୍ଟି ବହୁତ ତେଜ୍ ହୋଇଥାଏ
ஒத்த சொற்கள் : ଦୃଷ୍ଟିକ୍ଷମତା
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁକୁ ଦେଖିବା ବା କିଛି ବିଷୟ ସମ୍ପର୍କରେ ବିଚାର କରିବାର ବୃତ୍ତି ବା ଢଙ୍ଗ
எடுத்துக்காட்டு :
ଆମ ଦୃଷ୍ଟି କୋଣରେ ଆପଣଙ୍କର ଏହି କାମ ଅନୁଚିତ
ஒத்த சொற்கள் : ଦୃଷ୍ଟି କୋଣ, ନଜର, ବିଚାର
பிற மொழிகளில் மொழிபெயர்ப்பு :
A mental position from which things are viewed.
We should consider this problem from the viewpoint of the Russians.பொருள் : ଦେଖିବା କ୍ରିୟା ବା ଢଙ୍ଗ
எடுத்துக்காட்டு :
ତାଙ୍କ ଦୃଷ୍ଟିରୁ ହିଁ ଆମେ ବୁଝିଗଲୁ ଯେ ସେ ବହୁତ ରାଗରେ ଅଛନ୍ତି ତାର ଚଞ୍ଚଳ ଦୃଷ୍ଟିପାତ ଭାରି ମୋହକ
பிற மொழிகளில் மொழிபெயர்ப்பு :
The act of directing the eyes toward something and perceiving it visually.
He went out to have a look.பொருள் : ଆଖିର ଦୃଷ୍ଟି-କ୍ଷେତ୍ର ବା ଦୃଷ୍ଟି-ସୀମା ବା ଯେଉଁ ପର୍ଯ୍ୟନ୍ତ ଆଖିକୁ ଦେଖାଯାଏ
எடுத்துக்காட்டு :
ସେ ମୋ ଦୃଷ୍ଟିସୀମାରୁ ବାହାରି ନଯିବା ପର୍ଯ୍ୟନ୍ତ ମୁଁ ତାଙ୍କୁ ଦେଖୁଥିଲି
ஒத்த சொற்கள் : ଆଖିଆଗ, ନେତ୍ରଦୃଷ୍ଟି
பிற மொழிகளில் மொழிபெயர்ப்பு :
* आँख का दृष्टि-क्षेत्र या दृष्टि-सीमा या जहाँ तक आँख से देखा जा सकता हो।
मैं उन्हें तब तक देखता रहा जब तक वे मेरी दृष्टि से बाहर नहीं हो गए।பொருள் : ଦୃଷ୍ଟି ସମ୍ବନ୍ଧୀୟ ବୋଧ ବା ଅଭିଜ୍ଞତାର ଅବସ୍ଥା
எடுத்துக்காட்டு :
ତା ପତ୍ନୀର ଦୃଷ୍ଟିବୋଧ ତାକୁ ଯଥାର୍ଥତା ସହିତ ପରିଚିତ କରାଇଲା
ஒத்த சொற்கள் : ଦୃଷ୍ଟିବୋଧ
பிற மொழிகளில் மொழிபெயர்ப்பு :
* दृष्टि संबंधी बोध या अभिज्ञता की अवस्था।
उसकी पत्नी की दृष्टि ने उसे यथार्थता से परिचित कराया।An instance of visual perception.
The sight of his wife brought him back to reality.பொருள் : ଭାବନା ଆଦିରେ ଆସିବା ଅବା ନଜର ଉପରକୁ ଆସିବାର କ୍ରିୟା ବା ଭାବ
எடுத்துக்காட்டு :
ଆତଙ୍କବାଦୀମାନଙ୍କ ନଜରରେ କିଛି ପ୍ରମୁଖ ଦେଶ ରହିଛି
பிற மொழிகளில் மொழிபெயர்ப்பு :