பொருள் : ଯେ ନମନୀୟ ନୁହେଁ ବା ଯାହାକୁ ନୁଆଇଁ ହେବ ନାହିଁ
எடுத்துக்காட்டு :
ଏହି ଲୁହାଛଡ଼ ଅନମନୀୟ ଆଲେକ୍ଜାଣ୍ଡାରଙ୍କ ସାମ୍ନାରେ ପୁରୁ ଅନମନୀୟ ଥିଲେ
பிற மொழிகளில் மொழிபெயர்ப்பு :
பொருள் : ବହୁତ ନିକଟର ବା ବହୁତ ପାଖରେ
எடுத்துக்காட்டு :
ରାମ ମୋର ଘନିଷ୍ଠ ମିତ୍ର ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି
ஒத்த சொற்கள் : ଅନ୍ତରଙ୍ଗ, ଆତ୍ମୀୟ, ଗାଢ଼, ଘନିଷ୍ଠ, ନିବିଡ଼, ପ୍ରଗାଢ଼
பிற மொழிகளில் மொழிபெயர்ப்பு :
Marked by close acquaintance, association, or familiarity.
Intimate friend.பொருள் : ଯେ ନିଷ୍ପତ୍ତି ବଦଳାଏ ନାହିଁ
எடுத்துக்காட்டு :
ଭୀଷ୍ମ ପିତାମହ ବିବାହ ନକରିବାକୁ ଦୃଢ଼ ପ୍ରତିଜ୍ଞା କରିଥିଲେ ସେ ନିଜ ନିଷ୍ପତ୍ତି ଉପରେ ଅଟଳ ରହିଲେ
பிற மொழிகளில் மொழிபெயர்ப்பு :