பொருள் : କୌଣସି କାମ କରିବାପାଇଁ ନିଆଯାଇଥିବା ଦୃଢ଼ ନିର୍ଣ୍ଣୟ ବା ନିଷ୍ପତ୍ତି
எடுத்துக்காட்டு :
ଛାତ୍ରଟି ଚୋରି ନ କରିବାପାଇଁ ସଂକଳ୍ପ ନେଇଛି
ஒத்த சொற்கள் : ନିଷ୍ପତି, ବ୍ରତ, ସଂକଳ୍ପ
பிற மொழிகளில் மொழிபெயர்ப்பு :
कोई कार्य करने के लिए लिया गया दृढ़ निर्णय या निश्चय।
छात्र ने चोरी न करने का संकल्प लिया।