பொருள் : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା
எடுத்துக்காட்டு :
ସେ ଜଣେ ଲୋକ ସଙ୍ଗେ ମିଶୁଛି ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି
ஒத்த சொற்கள் : ଏକତ୍ର ହେବା, ଭେଟିବା, ମିଶିବା, ସଂସର୍ଗରେ ରହିବା, ସଙ୍ଗୀହେବା, ସାକ୍ଷାତ କରିବା
பிற மொழிகளில் மொழிபெயர்ப்பு :
பொருள் : ଭେଟହେବା
எடுத்துக்காட்டு :
ଆଜି ମୁଁ ଶର୍ମାଙ୍କ ଘରକୁ ଯାଇଥିଲି କିନ୍ତୁ ତାଙ୍କସହ ମିଶିପାରିଲି ନାହିଁ
ஒத்த சொற்கள் : ମିଶିବା, ସାକ୍ଷାତହେବା
பிற மொழிகளில் மொழிபெயர்ப்பு :
भेंट होना या मुलाकात होना।
आज मैं शर्माजी के घर गया था पर वे नहीं मिले।