பொருள் : କାହା ଉପରେ ଅପରାଧର ଅଭିଯୋଗ, ଦୋଷ ବା ଆରୋପ ଲଗାଯିବାର କ୍ରିୟା
எடுத்துக்காட்டு :
ସେମାନେ ନିଜର ଦୋଷାରୋପ ପ୍ରମାଣିତ କରିପାରିଲେ ନାହିଁ
பிற மொழிகளில் மொழிபெயர்ப்பு :
(law) a formal accusation against somebody (often in a court of law).
An allegation of malpractice.பொருள் : ମିଥ୍ୟା କହିବା ବା କଳଙ୍କ ବୋଳିବାର କାର୍ଯ୍ୟ
எடுத்துக்காட்டு :
କୁତ୍ସାରଟନା ଠାରୁ ଦୂରେଇ ରୁହ
ஒத்த சொற்கள் : କୁତ୍ସାରଟନା, ବଦନାମ, ମିଥ୍ୟାରୋପ
பிற மொழிகளில் மொழிபெயர்ப்பு :
An abusive attack on a person's character or good name.
aspersion, calumny, defamation, denigration, slanderபொருள் : କାହାରି ବ୍ୟବହାର, କାର୍ଯ୍ୟଆଦିରେ ଦୁଃଖୀ ହୋଇ ତାକୁ ବା ତାହାର କୌଣସି ସଂପର୍କୀୟକୁ ଉତ୍ପନ୍ନ ଦୁଃଖ ସମ୍ପର୍କରେ କହିବାର କ୍ରିୟା
எடுத்துக்காட்டு :
ମୋର ଆପଣଙ୍କ ବିଷୟରେ କିଛି ଅଭିଯୋଗ ନାହିଁ ,ଏବେ ଆପଣ ଯାଇପାରନ୍ତି ତାଙ୍କର ମିଛ ଅଭିଯୋଗରେ ମତେ ଗାଳି ଶୁଣିବାକୁ ପଡ଼ିଲା
ஒத்த சொற்கள் : ଅଭିଯୋଗ, ନାଲିସ୍
பிற மொழிகளில் மொழிபெயர்ப்பு :
किसी के व्यवहार,कार्य आदि से दुखी होकर उससे या उसके किसी संबंधित से उत्पन्न दुख कहने की क्रिया।
उसकी झूठी शिकायत से मुझे डाँट खानी पड़ी।An expression of grievance or resentment.
complaintபொருள் : କାହାରି ଉପରେ କୌଣସି ଦୋଷ ଲଗାଇବା ପ୍ରକ୍ରିୟା ବା ଏପରି କହିବା ପ୍ରକ୍ରିୟା ଯେ ଏହିବ୍ୟକ୍ତି ଏହି ଦୋଷ ବା ଅପରାଧ କରିଛି
எடுத்துக்காட்டு :
କାହାରି ଉପରେ ମିଥ୍ୟା ଦୋଷାରୋପ କରନାହିଁ
பிற மொழிகளில் மொழிபெயர்ப்பு :
An assertion that someone is guilty of a fault or offence.
The newspaper published charges that Jones was guilty of drunken driving.