பொருள் : ଡାକଦ୍ବାରା କୌଣସି ଦୂରସ୍ଥାନରେ ରହୁଥିବା ବ୍ୟକ୍ତି ନିକଟକୁ ପଠାଯାଉଥିବା ଅର୍ଥପ୍ରାପ୍ତି କରିବାର ଲିଖିତ ଆଦେଶ
எடுத்துக்காட்டு :
ମଙ୍ଗୁଳୁ ପ୍ରତିମାସରେ ଏକହଜାର ଟଙ୍କାର ମନିଅର୍ଡର ପଠାଉଛି
ஒத்த சொற்கள் : ମନିଅର୍ଡର
பிற மொழிகளில் மொழிபெயர்ப்பு :
A written order for the payment of a sum to a named individual. Obtainable and payable at a post office.
money order, postal orderபொருள் : କାହାକୁ ଧନ ଦେବାର ଆଦେଶ ବା ଆଜ୍ଞା
எடுத்துக்காட்டு :
ସେ ବାପାଙ୍କ ଧନାଦେଶକୁ ଦୂରେଇ ପାରିଲାନାହିଁ
பிற மொழிகளில் மொழிபெயர்ப்பு :
பொருள் : (ଅଧିକୋଷ)କୁ ଦିଆଯାଇଥିବା ଏହି ଉଦ୍ଦେଶ୍ୟରେ ଲିଖିତ ଆଦେଶ ଯେ, ସେ ମୋର ଖାତାର ଅଧିକାରୀ ବା ଅମୁକ ବ୍ୟକ୍ତିକୁ ଲିଖିତ ପରିମାଣ ଦେଇଦେବେ
எடுத்துக்காட்டு :
ମୋତେ ଠିକସମୟରେ ପେ ଅର୍ଡର ମିଳିଗଲା
ஒத்த சொற்கள் : ପେ ଅର୍ଡର
பிற மொழிகளில் மொழிபெயர்ப்பு :
जिसमें किसी व्यक्ति का हिसाब हो उस बैंक (अधिकोष) को दिया गया इस आशय का लिखित आदेश कि वह मेरे खाते में से वाहक अथवा अमुक निर्दिष्ट व्यक्ति को लिखित रकम दे दे।
मुझे समय पर धनादेश मिल गया था।