பொருள் : ସୌରଜଗତର ସେହିଗ୍ରହ ଯାହା ଉପରେ ଆମେ ସବୁ ବାସ କରୁଛୁଁ
எடுத்துக்காட்டு :
ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ପୃଥିବୀ ଶେଷନାଗଙ୍କ ଫଣା ଉପରେ ତିଷ୍ଠି ରହିଛି
ஒத்த சொற்கள் : ଅଚଳା, ଅବନୀ, ଧରଣୀ, ଧରିତ୍ରୀ, ପୃଥିବୀ, ପୃଥ୍ୱୀ, ବସୁଧା, ବସୁନ୍ଧରା, ମହୀ, ମାଟିମା’, ରସା
பிற மொழிகளில் மொழிபெயர்ப்பு :
सौर जगत का वह ग्रह जिस पर हम लोग निवास करते हैं।
चन्द्रमा पृथ्वी का एक उपग्रह है।பொருள் : ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଜଣେ ଦେବୀ ଯେ ସମଗ୍ର ସଂସାରକୁ ଧାରଣ କରିଛନ୍ତି
எடுத்துக்காட்டு :
ଧର୍ମଗ୍ରନ୍ଥରେ ପୃଥିବୀଙ୍କୁ ଭଗବାନ ବିଷ୍ଣୁଙ୍କ ପତ୍ନୀ ବୋଲି କୁହାଯାଇଛି
ஒத்த சொற்கள் : ଅବନୀ, କ୍ଷିତି, ଧରଣୀ, ଧରିତ୍ରୀ, ପୃଥିବୀ, ପୃଥ୍ୱୀ, ବସୁଧା, ବସୁନ୍ଧରା, ଭୂ-ଦେବୀ
பிற மொழிகளில் மொழிபெயர்ப்பு :
हिन्दू धर्म ग्रंथों में वर्णित एक देवी जो सारे संसार को धारण की हुई हैं।
धर्म ग्रंथों में पृथ्वी को भगवान विष्णु की पत्नी कहा गया है।A Hindu goddess who releases from sin or disease. Mother of the Adityas.
aditiபொருள் : ଗୋଟିଏ ମାପ
எடுத்துக்காட்டு :
ଏକ ଧରାର ପରିମାଣ ଚାରି ସେର ସହିତ ସମାନ ହୋଇଥାଏ
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ଭୂମି ଜଳ ଶୂନ୍ୟ
எடுத்துக்காட்டு :
ପୃଥିବୀର ଏକ ତୃତୀୟାଂଶ ସ୍ଥଳଭାଗ
ஒத்த சொற்கள் : ଧରିତ୍ରୀ, ଭୂଇଁ, ଭୂମି, ସ୍ଥଳ
பிற மொழிகளில் மொழிபெயர்ப்பு :
The solid part of the earth's surface.
The plane turned away from the sea and moved back over land.பொருள் : ଗୋଟିଏ ବର୍ଣ୍ଣବୃତ୍ତ
எடுத்துக்காட்டு :
ଧରାର ପ୍ରତ୍ୟେକ ଚରଣରେ ଗୋଟିଏ ତଗଣ ଏବଂ ଗୋଟିଏ ଗୁରୁ ଥାଏ
பிற மொழிகளில் மொழிபெயர்ப்பு :