பொருள் : ଗୋଟିଏ ପରେ ଗୋଟିଏ ଘଟୁଥିବା ଘଟଣା ବା ଲଗାତାରଭାବେ ବିଚାରଆଦିର ପ୍ରଭାବଶାଳୀ କ୍ରମ
எடுத்துக்காட்டு :
ଏହି ଲେଖାରେ ଲେଖକଙ୍କ ବିଚାରଶକ୍ତିର ପ୍ରବାହ ରହିଛି କାବ୍ୟଗୋଷ୍ଠୀରେ କବିତାଗୁଡ଼ିକର ଧାରା ଶ୍ରୋତାମାନଙ୍କୁ ବାନ୍ଧିରଖିଥିଲା
ஒத்த சொற்கள் : ପ୍ରବାହ
பிற மொழிகளில் மொழிபெயர்ப்பு :
பொருள் : ପ୍ରବାହିତ ହେଉଥିବା ବା ପ୍ରବାହିତ ତରଳ ପଦାର୍ଥ
எடுத்துக்காட்டு :
ନଦୀର ଧାରାକୁ ରୋକି ବନ୍ଧ ବନ୍ଧାଯାଏ
ஒத்த சொற்கள் : ପ୍ରବାହ
பிற மொழிகளில் மொழிபெயர்ப்பு :
பொருள் : ଯାହା ପ୍ରଚୁର ପରିମାଣରେ ବା ବହୁମାତ୍ରାରେ ଅଚାନକ ବା ପ୍ରଚଣ୍ଡ ରୂପରେ ବାହାରି ଆସେ
எடுத்துக்காட்டு :
ତା ମୁହଁରୁ ବାହାରୁଥିବା ଭର୍ତ୍ସନାର ସ୍ରୋତ ବନ୍ଦ ହେଉନାହିଁ
பிற மொழிகளில் மொழிபெயர்ப்பு :
பொருள் : ଅନେକଦିନରୁ ଚଳିଆସୁଥିବା କିଛି ପରମ୍ପରା, ରୀତି ବା ବିଧି ଆଦି ପ୍ରସଙ୍ଗଗୁଡିକ ମଧ୍ୟରେ କେତୋଟି ପ୍ରତିଷ୍ଠା ବା ମର୍ଯ୍ୟଦା ସୂଚକ ହୋଇଥିବାବେଳେ ଅନ୍ୟ କେତୋଟିର ପ୍ରସଙ୍ଗଗୁଡିକୁ ବର୍ଜନୀୟ ତଥା ନିନ୍ଦନୀୟ ରୂପେ ଗ୍ରହଣ କରାଯାଏ
எடுத்துக்காட்டு :
କେହିତ ଜଣେ ଅଛି ଯେ ନିୟମରୁ ଅପସରି ଚିନ୍ତା କରେ
ஒத்த சொற்கள் : ଚଳଣି, ନିୟମ, ପରମ୍ପରା, ଶୃଙ୍ଖଳା
பிற மொழிகளில் மொழிபெயர்ப்பு :
आचरण या लोक-व्यवहार के क्षेत्र में बहुत दिनों से चली आई हुई कोई परम्परा, रीति या विधि जो कुछ प्रसंगों में तो प्रतिष्ठा या मर्यादा का सूचक होती है और कुछ प्रसंगों में त्याज्य तथा निंदनीय भी मानी जाती है।
कोई तो है जो लीक से हटकर सोचता है।பொருள் : ପ୍ରତିବଦ୍ଧତା ହେବାର ଅବସ୍ଥା ବା ଭାବ
எடுத்துக்காட்டு :
ବୈବାହିକ ପ୍ରତିବଦ୍ଧତାକୁ ପାଳନ କରିବା ଦରକାର
ஒத்த சொற்கள் : ପ୍ରତିବଦ୍ଧତା, ବିଶ୍ବାସ
பிற மொழிகளில் மொழிபெயர்ப்பு :
The act of binding yourself (intellectually or emotionally) to a course of action.
His long commitment to public service.