பொருள் : ନଂପୁସକ ଅବସ୍ଥା ବା ଭାବ
எடுத்துக்காட்டு :
ନଂପୁସକତା ଗୁଣ ଶିଖଣ୍ଡୀଙ୍କ ଭିତରେ ଥିଲା
ஒத்த சொற்கள் : କ୍ଳୀବତା, କ୍ଳୀବତ୍ୱ, ନପୁଂସକତ୍ୱ, ପୌରୁଷହୀନତା, ଶକ୍ତିହୀନତା
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ରୋଗ କାରଣରୁ ପୁରୁଷ ସ୍ତ୍ରୀ ସଂଭୋଗ ଏବଂ ସନ୍ତାନ ଉତ୍ପନ୍ନ କରିପାରେ ନାହିଁ
எடுத்துக்காட்டு :
ମୋହନ ଲାଲ୍ ଦୁର୍ଘଟଣା ପରେ ନଂପୁସକତାର ଶିକାର ହୋଇଗଲେ
ஒத்த சொற்கள் : ପୌରୁଷହୀନତା
பிற மொழிகளில் மொழிபெயர்ப்பு :
पुरुषों का एक रोग जिसमें वे स्त्री-संभोग और संतान उत्पन्न करने के योग्य नहीं रह जाते।
मोहन लाल दुर्घटना के बाद से ही नपुंसकता के शिकार हो गए।