உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଚଢ଼େଇଆର ବଡ ଲମ୍ବା, ତୀକ୍ଷଣ ବାଉଁଶ ଯାହା ଶିକାରକୁ ଫାନ୍ଦରେ ପକାଇବାରେ ସାହାଯ୍ୟ କରେ
எடுத்துக்காட்டு : ଶିକାରୀ ହାତରେ ଖେଞ୍ଚୁଣୀ ଧରି ଜଙ୍ଗଲରେ ବୁଲୁଥିଲା
ஒத்த சொற்கள் : ଖେଞ୍ଚୁଣୀ, ଭୂଷା, ଲଗି
பிற மொழிகளில் மொழிபெயர்ப்பு :हिन्दी
बहेलियों का वह लम्बा, नुकीला बाँस जो शिकार फँसाने के काम आता है।
பொருள் : ଆଙ୍କୁଡ଼ି ଲଗାହୋଇଥିବା ଏକ ଲମ୍ବା ବାଉଁଶ ଯେଉଁଥିରେ ଫଳ ତୋଳାଯାଏ
எடுத்துக்காட்டு : ସେ ଲଗିରେ ଆମ୍ବ ତୋଳୁଛି
ஒத்த சொற்கள் : ଲଗି
अँकुसी लगा वह लंबा बाँस जिससे फल आदि तोड़े जाते हैं।
பொருள் : କାଠ ବା ବାଉଁଶଆଦିର ସିଧା ଛୋଟ ଲମ୍ବା ଅଂଶ
எடுத்துக்காட்டு : ବଗିଚାରେ ପିଲାମାନେ ବତା ସାହାଯ୍ୟରେ ଆମ୍ବ ତୋଳୁଛନ୍ତି
ஒத்த சொற்கள் : ବତା, ବାଡ଼ି, ଲଗି
लकड़ी या बाँस आदि का सीधा थोड़ा लंबा टुकड़ा।
நிறுவு