பொருள் : କୌଣସି ସୁନ୍ଦର ବା ପ୍ରିୟ ମନୁଷ୍ୟ ବା ବସ୍ତୁ ଉପରେ ପଡ଼ୁଥିବା ଦୃଷ୍ଟିର ଖରାପ ପ୍ରଭାବ
எடுத்துக்காட்டு :
ଲୋକଙ୍କ ନଜର ଦୃଷ୍ଟିରୁ ବଞ୍ଚାଇବାପାଇଁ ମା’ ତାର ପିଲା ମଥାରେ କଳା ଟୋପା ଲଗାଇଦେଲେ
ஒத்த சொற்கள் : କୁଦୃଷ୍ଟି, କୁନଜର, ଖରାପ ଦୃଷ୍ଟି
பிற மொழிகளில் மொழிபெயர்ப்பு :
A look that is believed to have the power of inflicting harm.
evil eyeபொருள் : କୌଣସି ବସ୍ତୁକୁ ଦେଖିବା ବା କିଛି ବିଷୟ ସମ୍ପର୍କରେ ବିଚାର କରିବାର ବୃତ୍ତି ବା ଢଙ୍ଗ
எடுத்துக்காட்டு :
ଆମ ଦୃଷ୍ଟି କୋଣରେ ଆପଣଙ୍କର ଏହି କାମ ଅନୁଚିତ
ஒத்த சொற்கள் : ଦୃଷ୍ଟି, ଦୃଷ୍ଟି କୋଣ, ବିଚାର
பிற மொழிகளில் மொழிபெயர்ப்பு :
A mental position from which things are viewed.
We should consider this problem from the viewpoint of the Russians.பொருள் : ଦେଖିବା କ୍ରିୟା ବା ଢଙ୍ଗ
எடுத்துக்காட்டு :
ତାଙ୍କ ଦୃଷ୍ଟିରୁ ହିଁ ଆମେ ବୁଝିଗଲୁ ଯେ ସେ ବହୁତ ରାଗରେ ଅଛନ୍ତି ତାର ଚଞ୍ଚଳ ଦୃଷ୍ଟିପାତ ଭାରି ମୋହକ
ஒத்த சொற்கள் : ଦୃଷ୍ଟି, ଦୃଷ୍ଟିପାତ
பிற மொழிகளில் மொழிபெயர்ப்பு :
The act of directing the eyes toward something and perceiving it visually.
He went out to have a look.பொருள் : ଭାବନା ଆଦିରେ ଆସିବା ଅବା ନଜର ଉପରକୁ ଆସିବାର କ୍ରିୟା ବା ଭାବ
எடுத்துக்காட்டு :
ଆତଙ୍କବାଦୀମାନଙ୍କ ନଜରରେ କିଛି ପ୍ରମୁଖ ଦେଶ ରହିଛି
பிற மொழிகளில் மொழிபெயர்ப்பு :