பொருள் : ଭୂଇଁରୁ ପାଣି ବାହାରକରିବା ଯନ୍ତ୍ର ଯେଉଁଥିରେ ଚାପଦେଇ ପାଣି ବାହାର କରାଯାଏ
எடுத்துக்காட்டு :
ଆଜିକାଲି ଗାଁ ଗାଁ ରେ ନଳକୂଅ ଅଛି
ஒத்த சொற்கள் : ଟ୍ୟୁବ୍ ୱେଲ୍, ନଳକୂଅ, ହାତପମ୍ପ
பிற மொழிகளில் மொழிபெயர்ப்பு :
A pump worked by hand.
hand pumpபொருள் : ପଡ଼ିଆ, ଖେତଆଦିରେ ଭୂମି ତଳୁ ପାଣି ବାହାର କରିବା ନିମନ୍ତେ ବ୍ୟବହୃତ ନଳ ଯାହାର ଗୋଟିଏ ମୁଣ୍ଡ ଭୂମିର ପାଣିଥିବା ଗଭୀରତା ପର୍ଯ୍ୟନ୍ତ ଯାଇଥାଏ ଏବଂ ଦ୍ୱିତୀୟ ପାଖ ପାଣି ଟାଣି ବାହାରକୁ ଫୋପାଡ଼ି ଥାଏ
எடுத்துக்காட்டு :
ବର୍ଷା କମ୍ ହେବା କାରଣରୁ ଜଳସେଚପାଇଁ ସ୍ଥାନେସ୍ଥାନେ ନଳକୂପ ବସାଯାଇଛି
ஒத்த சொற்கள் : ଟିୱେଲ୍, ଟ୍ୟୁବ୍-ୱେଲ୍, ନଳକୂଅ
பிற மொழிகளில் மொழிபெயர்ப்பு :