பொருள் : ଯେଉଁ ଉପକରଣକୁ ପାତ୍ର ମୁହଁରେ ରଖିକରି କୌଣସି ତରଳ ପଦାର୍ଥ ଢଳାଯାଏ
எடுத்துக்காட்டு :
ତେଲ ତଳେ ଢାଳି ନହେବାପାଇଁ ସେ ଡବାମୁହଁରେ କାହାଳୀ ଲଗାଇଲା
பிற மொழிகளில் மொழிபெயர்ப்பு :
A conically shaped utensil having a narrow tube at the small end. Used to channel the flow of substances into a container with a small mouth.
funnelபொருள் : ନଳ ଆକୃତିର କୌଣସି ବସ୍ତୁ
எடுத்துக்காட்டு :
ପଶୁମାନଙ୍କୁ ରୋଗ ହେଲେ ସେମାନଙ୍କୁ ବାଉଁଶ ନଳୀରେ ଔଷଧ ପିଆଇ ଦିଆଯାଏ
பிற மொழிகளில் மொழிபெயர்ப்பு :
பொருள் : ବନ୍ଧୁକର ଆଗ ପାଖ ଯାହା ମଧ୍ୟଦେଇ ଗୋଳି ବାହାରି ଥାଏ
எடுத்துக்காட்டு :
ଗୋଳି ଫୁଟିଲା ପରେ ନଳୀରୁ ଧୂଆଁ ବାହାରୁ ଥିଲା
ஒத்த சொற்கள் : ବନ୍ଧୁକର ନଳୀ
பிற மொழிகளில் மொழிபெயர்ப்பு :
बंदूक का वह अगला भाग जिसमें से होकर गोली निकलती है।
गोली चलने के बाद नली से धुआँ निकल रहा था।